26.1 C
Bhubaneswar
Friday, June 27, 2025
Homeଅପରାଧପ୍ରଥମେ ନିର୍ଯ୍ୟାତନା ଓ ତାପରେ

ପ୍ରଥମେ ନିର୍ଯ୍ୟାତନା ଓ ତାପରେ

ହାଇଦ୍ରାବାଦହରିୟାଣାର ଗୁରୁଗ୍ରାମରୁ ଅତ୍ୟନ୍ତ ଅମାନୁଷିକ ଘଟଣା ସାମ୍ନାକୁ ଆସିଛି । ଗୁରୁଗ୍ରାମର ଜଣେ ଦମ୍ପତି ତାଙ୍କ ଘରେ ଘରୋଇ ସହାୟିକା ଭାବେ କାମ କରୁଥିବା ୧୪ ବର୍ଷୀୟା ନାବାଳିକା ଉପରେ ଅକଥନୀୟ ଅତ୍ୟାଚାର କରିଥିବା ଅଭିଯୋଗ ହୋଇଛି । ଏହି ଦମ୍ପତି ନାବାଳିକାଙ୍କୁ ପ୍ରତିଦିନ ମାରପିଟ୍ କରୁଥିଲେ । ସାରା ଦିନ ଖାଇବାକୁ ଦେଉନଥିଲେ । ଯାହାଫଳରେ ଭୋକ ଉପାସରେ ଛଟପଟ ହୋଇ ନାବାଳିକା ଡଷ୍ଟବିନରୁ ଅଇଁଠା ଖାଦ୍ୟ ଗୋଟାଇ ଖାଉଥିଲେ ।

ଏପରିକି ସେହି ଦମ୍ପତି ବ୍ଲେଡରେ ନାବାଳିକାଙ୍କ ଶରୀର କାଟିବା ସହ ଗରମ ଚିମୁଟାରେ ଚେଙ୍କ ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି । ଦୀପିକା ନାରାୟଣ ଭରଦ୍ବାଜ ନାମକ ଜଣେ ସାମ୍ବାଦିକା ତଥା ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାତା ଏହି ଘଟଣା ଜାଣି ଥାନାରେ ଅଭିଯୋଗ କରିବା ପରେ ପୀଡିତାଙ୍କୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking