30.1 C
Bhubaneswar
Wednesday, June 26, 2024
Homeଅପରାଧପ୍ରଥମେ ଦୁଷ୍କର୍ମ ଆଉ ତାପରେ......

ପ୍ରଥମେ ଦୁଷ୍କର୍ମ ଆଉ ତାପରେ……

ଲକ୍ଷ୍ନୌଉତ୍ତରପ୍ରଦେଶରେ ଲଜ୍ଜା । ଜନ୍ମଦିନ ପାର୍ଟିରେ ଡ୍ୟାନ୍ସରକୁ ଗଣଦୁଷ୍କର୍ମ ଅଭିଯୋଗ । ଏପରି ଲଜ୍ଜା ଜନକ ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି  । ଉତ୍ତରପ୍ରଦେଶର ଉନ୍ନାଓରେ ଏପରି ଘଟଣା ଘଟିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି । ବର୍ତ୍ତମାନ କୌଣସି ଅଭିଯୁକ୍ତକୁ ପୋଲିସ ଗିରଫ କରିନାହିଁ।

ମିଳିଥିବା ସୂଚନା ଅନୁଯାୟୀ, ଏକ ବ୍ୟବସାୟୀ ତାଙ୍କ ଜନ୍ମଦିନ ପାର୍ଟି ଗତକାଲି ଆୟୋଜନ କରିଥିଲେ । ଏନେଇ ତିନି ଜଣ ମହିଳା ଡ୍ୟାନ୍ସରଙ୍କୁ ୬୦୦୦ଟଙ୍କା ଦେଇ ଡ୍ୟାନ୍ସ କରିବାକୁ ଡକାଇଥିଲେ । ତେବେ ବ୍ୟବସାୟୀ ଜଣଙ୍କ କିଛି ସମୟ ପାଇଁ ବାହାରକୁ ଯାଇଥିବା ବେଳେ ତିନି ଜଣ ଯୁବକ ଜଣେ ଡ୍ୟାନ୍ସରଙ୍କୁ ଏକ ଗାଡିରେ ଅପହରଣ କରି ଏକ ଜଙ୍ଗଲକୁ ନେଇଯାଇଥିଲେ । ସେଠାରେ ଉକ୍ତ ଯୁବତୀ ଜଣଙ୍କୁ ଗଣଦୁଷ୍କର୍ମ କରିବା ପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking