28.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶତେଲେଙ୍ଗାନା ନିର୍ବାଚନ ଇତିହାସରେ ପ୍ରଥମ; ଘରୁ ଭୋଟ୍ ଦେଇପାରିବେ ବରିଷ୍ଠ ନାଗରିକ

ତେଲେଙ୍ଗାନା ନିର୍ବାଚନ ଇତିହାସରେ ପ୍ରଥମ; ଘରୁ ଭୋଟ୍ ଦେଇପାରିବେ ବରିଷ୍ଠ ନାଗରିକ

ହାଇଦ୍ରାବାଦ: ତେଲେଙ୍ଗାନା ବିଧାନସଭାର ୧୧୯ ଆସନ ପାଇଁ ଚଳିତମାସ ୩୦ରେ ଗୋଟିଏ ପର୍ଯ୍ୟାୟରେ ଭୋଟଗ୍ରହଣ କରାଯିବ । ତେବେ ଚଳିତ ନିର୍ବାଚନରେ ବରିଷ୍ଠ ନାଗରିକମାନେ ଘରେ ରହି ଭୋଟଦେବାର ସୁଯୋଗ ପାଇବେ ବୋଲି ଜଣାପଡିଛି । ତେଲେଙ୍ଗାନା ନିର୍ବାଚନ ଇତିହାସରେ ଏହା ପ୍ରଥମ ଘଟଣା ।

ନଭେମ୍ବର ୨୧ରୁ ସମସ୍ତ ୩୧ ଜିଲ୍ଲାରେ ‘ହୋମ୍ ଭୋଟିଂ’ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏଭଳି ସୁଯୋଗ ପ୍ରଦାନ କରାଯାଉଥିବାରୁ ବରିଷ୍ଠ ନାଗରିକମାନେ ରାଜ୍ୟ ନିର୍ବାଚନ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତେବେ ୮୦ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ବୟସର ନାଗରିକଙ୍କୁ ହିଁ ଏହି ସୁବିଧା ମିଳିବ ବୋଲି ସ୍ପଷ୍ଟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking