30.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶହାଇଦ୍ରାବାଦରେ ଅଗ୍ନିକାଣ୍ଡ: ୬ ମୃତ

ହାଇଦ୍ରାବାଦରେ ଅଗ୍ନିକାଣ୍ଡ: ୬ ମୃତ

ହାଇଦ୍ରାବାଦ: ହାଇଦ୍ରାବାଦ ନାମପଲ୍ଲି ବଜାରଘାଟରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିବା ସୂଚନା । ଆପାର୍ଟମେଣ୍ଟରେ ଥିବା ଗୋଦାମରେ ନିଆଁ ଲାଗି ୬ ଜଣଙ୍କ ମୃତ୍ୟୁ ହୋଇଛି । କିପରି ନିଆଁ ଲାଗିଲା ତାହାଏବେ ଯାଏଁ ସ୍ପଷ୍ଟ ହୋଇନାହିଁ । ଅଗ୍ନିଶମ ଟିମ୍ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ କରାଯାଇଛି ।

ବାଣ ନିଆଁରେ ପୋଡ଼ି ୩ ଗାଈ ଜୀବନ୍ତ ଦଗ୍ଧ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking