29.1 C
Bhubaneswar
Thursday, May 16, 2024
Homeଓଡିଶାଆରଏମଆରସି କ୍ୟାମ୍ପସରେ ଅଗ୍ନିକାଣ୍ଡ

ଆରଏମଆରସି କ୍ୟାମ୍ପସରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଆରଏମଆରସି କ୍ୟାମ୍ପସରେ ଥିବା ଷ୍ଟୋର ରୁମରେ ଅଗ୍ନିକାଣ୍ଡ ହୋଇଛି । ସଟସର୍କିଟରୁ ନିଆଁ ଲାଗିଯାଇଥିବା ସୂଚନା ମିଳିଛି । ଭାଗ୍ୟବସତଃ କେହି ମୃତାହତ ହୋଇନାହାନ୍ତି ବୋଲି ଜଣାପଡିଛି । ବ୍ୟବହୃତ କୋଭିଡ ସାମ୍ପଲ କିଟ୍ ଜଳୀଯାଇଥିବା ସୂଚନା ମିଳିଛି । ୨ଘଂଟା ପରେ ନିଆଁ ଆୟତ୍ତ କଲା ଅଗ୍ନିଶମ ବାହିନୀ ।

ଜେଲ୍‌ରେ କଏଦୀଙ୍କ ଆତ୍ମହତ୍ୟା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking