ବାଙ୍କି : ବାଙ୍କି ଡାକ୍ତରଖାନା ରେ ଜଣେ ପୁଲିସ କର୍ମଚାରୀଙ୍କ ଗଣ୍ଡଗୋଳ ଅଭଯୋଗ । ଡାକ୍ତର ଖାନା ରେ ସିକ୍ୟୁରିଟି ଗାର୍ଡ ଙ୍କୁ ମାଡ ମାରିବା ସହ ଡାକ୍ତର ଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ । ୬ ତାରିଖରେ ପୁଲିସ କର୍ମଚାରୀଙ୍କ ଡାକ୍ତରଖାନା ରେ ଗଣ୍ଡଗୋଳ । ଗଣ୍ଡଗୋଳ ନେଇ ଡାକ୍ତର ଓ ସିକ୍ୟୁରିଟି ଗାର୍ଡ ଙ୍କ ଥାନାରେ ଅଭିଯୋଗ । ଗଣ୍ଡଗୋଳ ର ଦୃଶ୍ୟ ଡାକ୍ତରଖାନା ସିସିଟିଭି ରେ କଏଦ ହୋଇଥିବା ନେଇ ରହିଛି ସୂଚନା ।