18.1 C
Bhubaneswar
Thursday, January 9, 2025
Homeଦେଶ ବିଦେଶପରେଶ ରାୱଲଙ୍କ ବିରୋଧରେ ମାମଲା ଦାୟର

ପରେଶ ରାୱଲଙ୍କ ବିରୋଧରେ ମାମଲା ଦାୟର

କୋଲକାତା: ବଙ୍ଗାଳି ଲୋକଙ୍କ ବିରୋଧରେ ଆଶାଳୀନ ମନ୍ତବ୍ୟ ଦେଇଥିବାରୁ ବିିଜେପି ନେତା ତଥା ଅଭିନେତା ପରେଶ ରାୱଲଙ୍କ ବିରୋଧରେ ମାମଲା ଦାୟର ହୋଇଛି । ସିପିଆଇ ରାଜ୍ୟ ସଚିବ ଏମଡୀ ସଲିମ ପରେଶ ରାୱଲଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି ।

ରାୱଲଙ୍କ ମନ୍ତବ୍ୟ ଦଙ୍ଗାକୁ ଉସୁକାଇବା ସହ ବଙ୍ଗଳା ଓ ଅନ୍ୟ ସମୁଦାୟଙ୍କ ମଧ୍ୟରେ ସଦଭାବ ନଷ୍ଟ କରିବ ।
ଏମଡୀ ସଲିମ ଅଭିଯୋଗରେ କରିଛନ୍ତି ଯେ, ବଡ଼ ସଂଖ୍ୟାରେ ବଙ୍ଗାଳି ଲୋକ ରାଜ୍ୟ ବାହାରେ ରହିଥାନ୍ତି । ପରେଶ ରାୱଲଙ୍କ ଟିପ୍ପଣୀ କାରଣରୁ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଅନ୍ୟ ଆଡ଼ୁ ଟାର୍ଗେଟ କରାଯିବା ସହ ପ୍ରଭାବିତ କରିବ ।

ନବୀନ ନିବାସରେ ପଦ୍ମପୁର ନିର୍ବାଚନ ନେଇ ସମୀକ୍ଷା କଲେ ବିଜେଡି ସୁପ୍ରିମୋ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking