32.1 C
Bhubaneswar
Saturday, June 22, 2024
Homeମନୋରଞ୍ଜନଡିସେମ୍ବର ୧ , ୨୦୨୩ ରେ କେଉଁ କେଉଁ ଚଳଚ୍ଚିତ୍ର ମୁକ୍ତିଲାଭ କରିଛି ଜାଣନ୍ତୁ

ଡିସେମ୍ବର ୧ , ୨୦୨୩ ରେ କେଉଁ କେଉଁ ଚଳଚ୍ଚିତ୍ର ମୁକ୍ତିଲାଭ କରିଛି ଜାଣନ୍ତୁ

ହିନ୍ଦୀ
୧ ) ଆନିମଲ
ନିର୍ଦ୍ଦେଶକ – ସନ୍ଦୀପ ରେଡ୍ଡୀ ଭଙ୍ଗା
ଚିତ୍ରନାଟ୍ୟ- ସନ୍ଦୀପ ରେଡ୍ଡୀ ଭଙ୍ଗା, ପ୍ରଣୟ ରେଡ୍ଡୀ ଭଙ୍ଗା, ସୌରଭ ଗୁପ୍ତା
କାହାଣୀ- ସନ୍ଦୀପ ରେଡ୍ଡୀ ଭଙ୍ଗା
ନିର୍ମାତା – ଭୂଷଣ କୁମାର,
କୃଷ୍ଣ କୁମାର, ମୁରାଦ ଖେତାନି, ପ୍ରଣୟ ରେଡ୍ଡୀ ଭଙ୍ଗା
ସିନେମାଟୋଗ୍ରାଫି- ଅମିତ ରୟ
ସମ୍ପାଦକ- ସନ୍ଦୀପ ରେଡ୍ଡୀ ଭଙ୍ଗା
ସଙ୍ଗୀତ- ଯେଏଏମ୮,ବିଶାଲ ମିଶ୍ର, ଜାନି ମନନ୍ ଭରଦ୍ୱାଜ
ସମୟ – ୨୦୧ ମିନିଟ୍
ବଜେଟ୍- ₹ ୧୦୦/୧୫୦ କୋଟି
ଅଭିନୀତ- ରଣବୀର କପୁର,ଅନିଲ କପୁର, ବବି ଦେଓଲ,ରଶ୍ମିକା ମନ୍ଦନା,ତ୍ରିପାଠୀ ଡିମ୍ରି
୨ ) ସାମ୍ ବାହାଦୂର
ନିର୍ଦ୍ଦେଶକ – ମେଘନା ଗୁଲଜାର
ଲେଖକ- ଭବାନୀ ଆୟର
ଶାନ୍ତନୁ ଶ୍ରୀବାସ୍ତବ
ମେଘନା ଗୁଲଜାର
ନିର୍ମାତା- ରୋନି ସ୍କ୍ରୁଭାଲା
ସିନେମାଟୋଗ୍ରାଫି- ଜୟ ଆଇ. ପଟେଲ
ସମ୍ପାଦକ – ନିତିନ ବାଦ୍
ଅବଧି- ୧୫୦ ମିନିଟ୍
ବଜେଟ୍ – ₹ ୫୫ କୋଟି
ଅଭିନୀତ- ବିକି କୌଶଲ, ଫାତିମା ସାନା ଶେଖ,ସାନିଆ ମାଲହୋତ୍ରା
ତେଲୁଗୁ
୩ ) ଉପେନ୍ଦ୍ର ଗାଡି ଆଡା
ନିର୍ଦ୍ଦେଶକ – ଆର‌୍ୟ୍ୟନ୍ ସୁଭାନ୍ ସୈକ
୪) ଅଥର୍ଭା
ନିର୍ଦ୍ଦେଶକ – ମହେଶ ରେଡ୍ଡୀ
୫) କଲିଙ୍ଗ ସାହସ୍ରା
ନିର୍ଦ୍ଦେଶକ – ଅରୁଣ ନିକ୍କିରାଲା
୬) ପାଲ୍ ଗୋଟିକି ପାଣ୍ଡାଗୋଚିନ୍ଧି
ନିର୍ଦ୍ଦେଶକ – ତିରୁମାଲା ରାଓ କାଞ୍ଚାରାନା
ତାମିଲ୍
୭) ଅନ୍ନପୁରାନି – ଦି ଗୋଡ଼େଜ ଅଫ ଫୂଡ଼
ନିର୍ଦ୍ଦେଶକ – ନୀଲେଶ କୃଷ୍ଣ
୮) ଭା ବଳରାମ ଭା
ନିର୍ଦ୍ଦେଶକ – ସୁରେଶ ବାବୁ ରଙ୍ଗନାଥନ
୯) ପାର୍କିଂ (୨୦୨୩)
ନିର୍ଦ୍ଦେଶକ – ରାମକୁମାର ବାଲକ୍ରିଷ୍ଣନ୍
୧୦) ନାଡୁ
ନିର୍ଦ୍ଦେଶକ – ଏମ. ସରଭାନାନ
୧୧) ସୋରାଗାନ୍
ନିର୍ଦ୍ଦେଶକ – ସାଥୁଷ ଗୀତା କୁମାର
କନ୍ନଡ
୧୨) ରାଞ୍ଚି
ନିର୍ଦ୍ଦେଶକ – ଶଶି କାନ୍ତ
୧୩) ଆର୍ଦାମ୍ବର୍ଦା ପ୍ରେମକଥା
ନିର୍ଦ୍ଦେଶକ – ଅରବିନ୍ଦ କୌଶିକ
୧୪) ଶୋଶାଇଟ୍
ନିର୍ଦ୍ଦେଶକ – ସାସିଦାର ରେଡ୍ଡୀ
୧୫) ଗା ରୁଡିଗା
ନିର୍ଦ୍ଦେଶକ – ବିଦ ରାଘବ
ମାଲାୟାଲମ୍
୧୬) ଫିଲିପ୍ସ
ନିର୍ଦ୍ଦେଶକ – ଆଲଫ୍ରେଡ୍ କୁରିଆନ୍ ଜୋସେଫ୍
୧୭) ଆଣ୍ଟୋନି
ନିର୍ଦ୍ଦେଶକ – ଜୋଶି
୧୮) ଡ୍ୟାନ୍ସ ପାର୍ଟି
ନିର୍ଦ୍ଦେଶକ – ସୋହାନ ସେନୁଲାଲ
ଗୁଜରାଟୀ
୧୯) କାନୁଭାଇ ଦି ଗ୍ରେଟ
ନିର୍ଦ୍ଦେଶକ – ଇରଶାନ୍ ଦଲାଲ୍

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking