ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ଅନେକ ଦେବାଦେବୀଙ୍କ ପୂଜା କରାଯାଇଥାଏ । ଭାରତରେ ଅନେକ ହିନ୍ଦୁ ଦେବା ଦେବୀଙ୍କ ମନ୍ଦିର ରହିଛି । ଏହିସବୁ ମନ୍ଦିରରେ ନିୟମତ ଭାବେ ପୂଜା ହେବା ସହ ଲୋକେ ଦର୍ଶନ ଲାଗି ଆସିଥାଆନ୍ତି ।
ଭାରତରେ ହିନ୍ଦୁ ମନ୍ଦିର ହେବା ଏକ ସାଧାରଣ କଥା ଅଟେ । କିନ୍ତୁ କ’ଣ ଆପଣ ଜାଣିଛନ୍ତି, ଆମ ଦେଶ ପରି ବିଦେଶରେ ମଧ୍ୟ ଅନେକ ହିନ୍ଦୁ ମନ୍ଦିର ରହିଛି । ତେବେ ଏଠାରେ ଥିବା ମନ୍ଦିର ଏତେ ପ୍ରସିଦ୍ଧ ଯେ ଏଠାକୁ ବହୁ ଦୂରଦୁରନ୍ତରୁ ଲୋକେ ଦର୍ଶନ ଲାଗି ଆସିଥାଆନ୍ତି । ତେବେ ଆଜି ଆସନ୍ତୁ ସେହି ମନ୍ଦିର ବିଷୟରେ ଆଲୋଚନା କରିବା ।