ମାଲକାନଗିରି : ଲୁଟର ନାଟକ ରଚି ଫସିଲେ ଫାଇନାନ୍ସ କର୍ମଚାରୀ । ୪ ଲକ୍ଷ ୧୭ ହଜାର ଟଙ୍କା ଲୁଟ ନେଇ ହୋଇଥିଲା ଏତଲା । ପଡିଆ ଥାନାରେ ହୋଇଥିଲା ଏତଲା । ଲୁଟ ନାଟକ ରଚିଥିଲେ ଜଣେ ଫାଇନାନ୍ସ କର୍ମଚାରୀ । ମାଷ୍ଟରମାଇଣ୍ଡ ସୁରଜ ସରକାର ସମେତ ୩ ଗିରଫ । ନଗଦ ଟଙ୍କା ସମେତ ୩ ସ୍ମାର୍ଟ ଫୋନ ଜବତ ହୋଇଛି ।