24.1 C
Bhubaneswar
Friday, March 7, 2025
Homeଓଡିଶାମର୍ମନ୍ତୁଦ ସଡକ ଦୁର୍ଘଟଣା : ମାଆ,ଝିଅ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା : ମାଆ,ଝିଅ ମୃତ

ଅନୁଗୁଳ : ସଡକ ଦୁର୍ଘଟଣାରେ ମାଆ,ଝିଅ ମୃତ ଓ ୨ ଗୁରୁତର । ମୃତକ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କର୍ମଚାରୀ ଓ ତାଙ୍କ ମାଆ । ଆଠଗଡ ଅଭିମୁଖେ କାର୍‌ରେ ଯିବା ବେଳେ ଖଣ୍ଡହତା ନିକଟରେ ଦୁର୍ଘଟଣା । ଅନୁଗୁଳ ଆସୁଥିବା ଆଉ ଏକ କାର୍ ଧକ୍କା ଦେଲା; ଗାଡି ଥୋଇ ଚମ୍ପଟ ମାରିଛି ଡ୍ରାଇଭର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking