28.1 C
Bhubaneswar
Saturday, July 27, 2024
Homeଓଡିଶାମର୍ମନ୍ତୁଦ ଦୁର୍ଘଟଣା : ସ୍କୁଟି ଆରୋହୀଙ୍କୁ ଚାପିଦେଲା ଟ୍ରକ୍

ମର୍ମନ୍ତୁଦ ଦୁର୍ଘଟଣା : ସ୍କୁଟି ଆରୋହୀଙ୍କୁ ଚାପିଦେଲା ଟ୍ରକ୍

ଭୁବନେଶ୍ୱର : ସ୍କୁଟି ଆରୋହୀଙ୍କୁ ଚାପିଦେଲା ଟ୍ରକ। ବାଣୀବିହାର ରେଳ ଓଭର ବ୍ରିଜ ଉପରେ ମର୍ମନ୍ତୁଦ ଦୁର୍ଘଟଣା। ଆଜି ସକାଳେ ଜଣେ ସ୍କୁଟି ଚାଳକଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଛି ଟ୍ରକ ଡ୍ରାଇଭର। ଫଳରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଦୀର୍ଘ ସମୟ ଧରି ଟ୍ରାଫିକ ଜାମ୍ ହୋଇଥିଲା। ଟ୍ରାଫିକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ। ସହିଦନଗର ଓ ମଞ୍ଚେଶ୍ବର ଥାନା ପୋଲିସ ଫେରାର ଟ୍ରକ ଡ୍ରାଇଭରକୁ ଧରିବାକୁ ତନାଘନା ଜାରି ରଖିଛି। ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking