27.1 C
Bhubaneswar
Saturday, June 21, 2025
Homeଦେଶ ବିଦେଶମର୍ମନ୍ତୁଦ ଦୁର୍ଘଟଣା : ଖାଇକୁ ଖସିଲା ବସ୍; ୩୦ ମୃତ

ମର୍ମନ୍ତୁଦ ଦୁର୍ଘଟଣା : ଖାଇକୁ ଖସିଲା ବସ୍; ୩୦ ମୃତ

ଉଦ୍ଧମପୁର : ଜାମ୍ମୁ କାଶ୍ମୀର ଉଦ୍ଧମପୁର ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା | ଖାଇକୁ ଖସିଲା ଏକ ଯାତ୍ରୀବାହୀ ବସ୍ | ସୂଚନା ଅନୁଯାଇ , ଗଭୀର ଖାଇ ଭିତରକୁ ବସ୍ ଟି ଖସି ପଡିବାରୁ ଘଟଣାସ୍ଥଳରେ ୩୦ ଜଣଙ୍କର ମୃତ୍ୟୁ ହୋଇଛି । । ଦୁର୍ଘଟଣାରେ ୨୦ରୁ ଅଧିକ ଆହାତ ହୋଇଥିବାବେଳେ , ୬ ଗୁରୁତର ଅଛନ୍ତି । ସୂଚନା ଅନୁଯାଇ ଲାଟ୍ଟି ଅଞ୍ଚଳରୁ ଉଦ୍ଧମପୁର ଯିବା ବେଳେ ବସ୍ ଟି ଖାଇକୁ ଖସିପଡିଥିଲା । ଗୁରୁତରଙ୍କୁ ହସ୍ପିଟାଲ ପଠାଯିବାକୁ ହେଲିକପ୍ଟର ର ସାହାଯ୍ୟ ମାଗିଲା ପ୍ରଶାସନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking