34.1 C
Bhubaneswar
Tuesday, July 22, 2025
Homeଓଡିଶାରାଜଶ୍ରୀ ଆତ୍ମହତ୍ୟା କରିନାହାନ୍ତି! ହତ୍ୟା ଅଭିଯୋଗ ଆଣିଲେ କ୍ରିକେଟରଙ୍କ ପରିବାର ଲୋକେ

ରାଜଶ୍ରୀ ଆତ୍ମହତ୍ୟା କରିନାହାନ୍ତି! ହତ୍ୟା ଅଭିଯୋଗ ଆଣିଲେ କ୍ରିକେଟରଙ୍କ ପରିବାର ଲୋକେ

କଟକ: ମହିଳା କ୍ରିକେଟର ରାଜଶ୍ରୀଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ଏହା ସହ ଓସିଏର ଚୟନ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ରାଜଶ୍ରୀଙ୍କ ସମ୍ପର୍କୀୟ ଭାଇ ଅଭିଯୋଗ କରିଛନ୍ତି ଯେ, ଓସିଏର ଖେଳାଳି ଚୟନରେ ପଇସା କାରବାର ହୋଇଛି । ଆଉ ଏଥିପାଇଁ ତାଙ୍କ ଭଉଣୀ ଚୟନରୁ ବାଦ୍ ପଡ଼ିଥିଲେ । ଏହାକୁ ନେଇ ଖୁବ୍ ଅସନ୍ତୁଷ୍ଟ ଥିଲେ ରାଜଶ୍ରୀ । ଏ ନେଇ ଓସିଏକୁ ପ୍ରଶ୍ନ ପଚାରିବେ ବୋଲି ରାଜଶ୍ରୀ କହିଥିବା ତାଙ୍କ ଭାଇ କହିଛନ୍ତି । ସେପଟେ ରାଜଶ୍ରୀଙ୍କ ମା’ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଝିଅକୁ ମାରିଦିଆଯାଇଛି । ଏସବୁ ଭିତରେ ଫରେନ୍ସିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking