19.1 C
Bhubaneswar
Saturday, December 28, 2024
Homeଓଡିଶାରାଜଧାନୀରୁ ଧରାପଡିଲେ ନକଲି ବିଏମସି ଅଧିକାରିଣୀ

ରାଜଧାନୀରୁ ଧରାପଡିଲେ ନକଲି ବିଏମସି ଅଧିକାରିଣୀ

ଭୁବନେଶ୍ବର: ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଲୋକଙ୍କୁ ଡରାଇ ଧମକାଇ ଟଙ୍କା ଆଦାୟ କରି ଆତଙ୍କ ସୃଷ୍ଟି କରିଥିବା ଲେଡି ଡନଙ୍କୁ ବାନ୍ଧିଛି ପୁଲିସ। ବଟି ଦିଅ ନହେଲେ ଆଗକୁ ଯାହା ହେବ ବୁଝିବ। ଖୁଲମ ଖୁଲ୍ଲା ପବ୍ଲିକକୁ ଧମକାଉଥିବା ଇଏ ହେଉଛି ରାଜଧାନୀର ବଙ୍ଗାଳି ଦିଦି ନାଁରେ ଆତଙ୍କ ଖେଳାଇଥିବା ଲେଡି ଡନ। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ବ୍ୟବସାୟୀଙ୍କୁ ଧମକାଇ ବଟି ଆଦାୟ କରେ। ସରକାରୀ ଜାଗାକୁ ଅକ୍ତିଆର କରି ଭଡ଼ାରେ ଲଗାଏ। ବ୍ୟବସାୟୀଙ୍କୁ ଦିଏ ବିଏମସି ଅଧିକାରୀର ପରିଚୟ। ଏବେ ଯାହାର ପର୍ଦ୍ଦାଫାସ କରିଛି କମିଶନରେଟ ପୁଲିସ।

ଆସନ୍ତା ୫ ଦିନ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରବାହ: ୪୩ ଡିଗ୍ରି ଟପିଲା ରାଜଧାନୀର ତାପମାତ୍ରା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking