28.1 C
Bhubaneswar
Sunday, September 8, 2024
Homeଓଡିଶାମାହାଙ୍ଗା ମାମଲା : ନୂଆ ଖଣ୍ଡପୀଠରେ ଶୁଣାଣି

ମାହାଙ୍ଗା ମାମଲା : ନୂଆ ଖଣ୍ଡପୀଠରେ ଶୁଣାଣି

ଭୁବନେଶ୍ୱର : ମାହାଙ୍ଗା ଡବଲ ମର୍ଡର ; ହାଇକୋର୍ଟରେ ନୂଆ ଖଣ୍ଡପୀଠରେ ଶୁଣାଣି । ପ୍ରତାପ ଜେନାଙ୍କ ଆବେଦନ ଉପରେ ହେଲା ଶୁଣାଣି । ମାର୍ଚ୍ଚ ୧୫ ତାରିଖରେ ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ । ପୂର୍ବ ଖଣ୍ଡପୀଠର ବିଚାରପତି ଓହରିଯିବାରୁ ନୂଆ ଖଣ୍ଡପୀଠରେ ଶୁଣାଣି ।

ଆଇନ ଛାତ୍ରୀଙ୍କୁ ରାଗିଂ !

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking