38.6 C
Bhubaneswar
Friday, May 16, 2025
Homeଓଡିଶାଏସିପି ସ୍ତରରେ ଅଦଳବଦଳ

ଏସିପି ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ଭୁବନେଶ୍ୱର ପୋଲିସ ଏସିପି ସ୍ତରରେ ଛୋଟ ବଦଳି ହୋଇଥିବା ସୂଚନା ରହିଛି । ଜୋନ୍ ୧ ଏସିପି ମାନଓ ଗଡନାୟକଙ୍କୁ ଆଇୟୁସିଏଡବ୍ଲୁ ଏସିପି ଭାବେ ବଦଳି ହୋଇଥିବା ଖବର ସାମ୍ନାକୁ ଆସିଛି । ମାନସଙ୍କ ସ୍ଥାନରେ ଏସ୍‌.ଏସ୍ ମୁଦୁଲି ହେଲେ ଜୋନ୍‌-୧ ଏସିପି । ଶୁଭ୍ରାଂଶୁ ଶେଖର ନାୟକ ହେଲେ ଜୋନ୍‌-୪ ଏସିପି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking