35.1 C
Bhubaneswar
Sunday, May 19, 2024
Homeଓଡିଶାପରିତ୍ୟକ୍ତ ଅଖାରୁ ନର କଙ୍କାଳ ଉଦ୍ଧାର, ପରିଚୟ ଖୋଜୁଛି ପୋଲିସ

ପରିତ୍ୟକ୍ତ ଅଖାରୁ ନର କଙ୍କାଳ ଉଦ୍ଧାର, ପରିଚୟ ଖୋଜୁଛି ପୋଲିସ

କୋରାପୁଟ: କୋରାପୁଟ ଜିଲ୍ଲା ପାଡୁଆ ଥାନା ଅନ୍ତର୍ଗତ ମୁକ୍ତିଆମ୍ବ ନିକଟରୁ ଏକ ନର ଙ୍କାଳ ଉଦ୍ଧାର କରାଯାଇଛି । ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ଏକ ବସ୍ତାରେ ନର କଙ୍କାଳ ଉଦ୍ଧାର କରାଯାଇଛି । ନର କଙ୍କାଳଟି ସମ୍ପୂର୍ଣ୍ଣ ଶରୀରର ହୋଇଥିବାରୁ ମୃତ ଦେହକୁ ବସ୍ତାରେ ଭର୍ତ୍ତି କରି ୩/୪ ମାସ ହେବା ଫୋପଡା ଯାଇଥିବା ଲୋକେ ସନ୍ଦେହ କରିଛନ୍ତି । ତେବେ    ଏହା ପୁରୁଷ କି ମହିଳା କଙ୍କାଳ ତାହା ଏବେ ଯାଏ ଜଣାପଡିନାହିଁ ।

କଲେଜର ଯୁବ ଛାତ୍ରଙ୍କ ନିକଟରେ ବଢ଼ୁଛି ଏକଲାପଣ: ରିସର୍ଚ୍ଚରୁ ଖୁଲାସା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking