25.1 C
Bhubaneswar
Friday, May 2, 2025
Homeଓଡିଶାପୁରୀରେ ପହଞ୍ଚିଲା ଇଭିଏମ୍ ମେସିନ୍‌

ପୁରୀରେ ପହଞ୍ଚିଲା ଇଭିଏମ୍ ମେସିନ୍‌

ପୁରୀ: ହାଇଦ୍ରାବାଦରୁ ଆସି ପୁରୀରେ ପହଞ୍ôଚଲା ଇଭିଏମ୍ ମେସିନ । ରାଜ୍ୟରେ ଆଗୁଆ ନିର୍ବାଚନ ହେବାର ଚର୍ଚ୍ଚା ଜୋର ଧରିଛି । ମୋଟ ୮୨୦୦ୟୁନିଟ୍ ଇଭିୟମ୍ ମେସିନ ପହଞ୍ଚିଥିବା ସୂଚନା ମିଳିଛି । ଇଭିୟମ ମେସିନ ଗୁଡିକୁ ପେଣ୍ଠକଟା ଓୟାରହାଉସରେ ରଖାଯାଇଛି । ନିର୍ବାଚନ ନଥାଇ ଇଭିୟମ୍ ଆସିଥିବାରୁ ସଅଳ ନିର୍ବାଚନ ନେଇ ଚର୍ଚ୍ଚା ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking