ଭୁବନେଶ୍ୱର: ସି-ସୋର ସହ ପ୍ରଭାତ ବିଶ୍ୱାଳଙ୍କ ଆର୍ଥିକ କାରବାର ଅଭିଯୋଗ ମାମଲାରେ ଶୁଣାଣି । ବର୍ଷକରେ ମାମଲାରେ ବିଚାର ସାରିବାକୁ ନିର୍ଦ୍ଧେଶ ଦେଲେ ହାଇକୋର୍ଟ । ୨ ମାସ ମଧ୍ୟରେ ଚାର୍ଜଫ୍ରେମ୍ କରି ବର୍ଷକରେ ବିଚାର ଶେଷ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି ହାଇକୋର୍ଟ । ମାମଲାରେ ଶୁଶାଣି କରି ସିବିଆଇ କୋର୍ଟକୁ ନିର୍ଦ୍ଧେଶ ଦେଲେ ହାଇକୋର୍ଟ । ଚାର୍ଜସିଟିରୁ ନାଁ ବାଦ ଓ ଏତଲା ରଦ୍ଧ ପାଇଁ ହାଇକୋର୍ଟ ଆସିଥିଲେ ପ୍ରଭାବ । ହାଇକୋର୍ଟ ନିର୍ଦ୍ଧେଶ ନେଇ ସିବିଆଇ ଓକିଲ ସାର୍ଥକ ନାୟକ ସୂଚନା ଦେଇଛନ୍ତି । ମାମଲାରେ ପୂର୍ବତନ ବିଧାୟକ ପ୍ରଭାତଙ୍କୁ ଗିରଫ କରିଥିଲା ସିବିଆଇ ।