37.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶଏନକାଉଣ୍ଟର : ଯବାନ ସହିଦ

ଏନକାଉଣ୍ଟର : ଯବାନ ସହିଦ

ଛତିଶଗଡ : ଛତିଶଗଡ ସୁକମାରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ । ମାଓବାଦୀଙ୍କ ଗୁଳିରେ ଜଣେ ସିଆରପିଏଫ ଯବାନ ସହିଦ । ସିଆରପିଏଫ ୧୬ ବାଟାଲିଅନର ଏସ୍‌ଆଇ ସୁଧାକର ରେଡ୍ଡୀ ସହିଦ । ଗୁରୁତର ଯବାନଙ୍କୁ ପ୍ରଥମିକ ଚିକିତ୍ସା ପରେ ଏୟାରଲିଫ୍ଟ କରାଗଲା । ୪ ସନଦୀଗ୍ଧ ଅଟକ, ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ଜାରି ।

ପୁଣି ମୁଣ୍ଡ ନେଲା ଝାଡ଼ାବାନ୍ତି; ୩ ଦିନରେ ୫ ଜଣଙ୍କ ମୃତ୍ୟୁ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking