29.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶପାକିସ୍ତାନ ନିର୍ବାଚନ ଆୟୋଗଙ୍କ ବଡ଼ ଆକ୍ସନ: ୨୭୧ ଜଣ ବିଧାୟକ ଓ ସାଂସଦ ସସପେଣ୍ଡ

ପାକିସ୍ତାନ ନିର୍ବାଚନ ଆୟୋଗଙ୍କ ବଡ଼ ଆକ୍ସନ: ୨୭୧ ଜଣ ବିଧାୟକ ଓ ସାଂସଦ ସସପେଣ୍ଡ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ପାକିସ୍ତାନର ସ୍ଥିତି ଅତ୍ୟନ୍ତ ଜଟିଳ ରହିଛି । ଦେଶରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ଆକାଶଛୁଆଁ ରହିଥିବା ବେଳେ ପାକିସ୍ତାନ ବିଭିନ୍ନ ଦେଶ ତଥା ଅନ୍ତର୍ଜାତୀୟ ସଂଗଠନରୁ ଋଣ ପାଇଁ ନେହୁରା ହେଉଛି । ତେବେ ଏଭଳି ସ୍ଥିତିରେ ପାକିସ୍ତାନରେ ଏକ ବଡ଼ ଘଟଣା ଦେଖିବାକୁ ମିଳିଛି । ଦେଶର ନିର୍ବାଚନ ଆୟୋଗ ୨୭୧ ଜଣ ବିଧାୟକ ଓ ସାଂସଦଙ୍କୁ ନିଲମ୍ବନ କରିଛନ୍ତି ।

ବିଜେପି ନେତା ସେ ଆମର ଭାରତ ଯୋଡୋ ଯାତ୍ରାରେ ଚାଲି ପାରିବେନି: ରାହୁଲ ଗାନ୍ଧି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking