29.1 C
Bhubaneswar
Saturday, May 30, 2026
Homeଓଡିଶାଚନ୍ଦକା ଶିଳ୍ପାଞ୍ଚଳରେ କ୍ଲୋରିନ ଗ୍ୟାସ୍‌ ଲିକ

ଚନ୍ଦକା ଶିଳ୍ପାଞ୍ଚଳରେ କ୍ଲୋରିନ ଗ୍ୟାସ୍‌ ଲିକ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଛନକା। ସବୁଠାରୁ ବ୍ୟସ୍ତ ବହୁଳ ଚନ୍ଦକା ଶିଳ୍ପାଞ୍ଚଳରେ କେମିକାଲ ଫ୍ୟାକ୍ଟ୍ରିରୁ ଗ୍ୟାସ୍‌ ଲିକ ହୋଇଛି। ଶିଭମ୍‌ କେମିକାଲ୍ସ ନାମକ ଫ୍ୟାକ୍ଟ୍ରିରୁ କ୍ଲୋରିନ ଗ୍ୟାସ୍‌ ଲିକ୍ ହୋଇଛି। ଗ୍ୟାସ୍‌ ଲିକ୍‌ ଆୟତ୍ତ କରିବାକୁ ୩ଟି ଅଗ୍ନିଶମ ଟିମ୍‌ର ଉଦ୍ୟମ ଆରମ୍ଭ କରିଛି। ମାସ୍କ ପିନ୍ଧି ଆଧୁନିକ ଉପକରଣ ସହ ଅଗ୍ନିଶମ ଟିମ୍‌ର ଉଦ୍ୟମ କରୁଛନ୍ତି। ସଂପୃକ୍ତ ଅଞ୍ଚଳରେ ରାସ୍ତାଘାଟ ବନ୍ଦ କରିଛି କମିଶନରେଟ୍‌ ପୁଲିସ। ପଟିଆରୁ ଇନ୍‌ଫୋସିଟି ରାସ୍ତାକୁ ବନ୍ଦ କଲା ପୁଲିସ୍‌।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking