30.1 C
Bhubaneswar
Monday, May 20, 2024
Homeଓଡିଶାସମୀର ୱାଙ୍ଖଡେଙ୍କ ବିରୋଧରେ ମାମଲା ରୁଜୁ କଲା ଇଡି

ସମୀର ୱାଙ୍ଖଡେଙ୍କ ବିରୋଧରେ ମାମଲା ରୁଜୁ କଲା ଇଡି

ଭୁବନେଶ୍ୱର: ଏନସିବିର ପୂର୍ବତନ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ଅଡୁଆ ବଢିଛି । ସିବିଆଇ ପରେ ତାଙ୍କ ବିରୋଧରେ ଏବେ ଇଡ଼ି ମନି ଲଣ୍ଡରିଂ ମାମଲା ରୁଜୁ କରିଛି । ସମୀର ୱାଙ୍ଖଡେ ଡ୍ରଗ୍ସ ମାମଲାରେ ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍‍ ଖାନଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ । ଏହି ମାମଲା ପରେ ସମୀର ୱାଙ୍ଖଡେ ଲାଞ୍ଚ ନେବା ଅଭିଯୋଗରେ ଧରାପଡିଥିଲେ ଏବଂ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking