କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସ୍ପିଟାଲ ଦାବିରେ ଆନ୍ଦୋଳନ କରାଯିବ । ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ । ଦୁହୁରିଆ ଛକରେ ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ ଅବରୋଧ । ରେଳରୋକ କରିବାକୁ ସଜବାଜ ଆଉଈ ସହରରେ ଗାଡି ଚଳାଚଳ ମଧ୍ୟ ଠପ୍ ହୋଇପଡିଛି ।