39.5 C
Bhubaneswar
Friday, May 16, 2025
Homeଦେଶ ବିଦେଶସ୍ମାର୍ଟଫୋନ ଦେବ ଭୂମିକମ୍ପ ଆଲର୍ଟ

ସ୍ମାର୍ଟଫୋନ ଦେବ ଭୂମିକମ୍ପ ଆଲର୍ଟ

ନୂଆଦିଲ୍ଲୀ:ଆଜିକାଲି ଯୁବପିଢୀ ମାନଙ୍କ ହାତରେ ଗୋଟେ ଗୋଟେ ସ୍ମାର୍ଟଫୋନ ଥିବା ଦେଖିବାକୁ ମିଳେ । ଏହି ସ୍ମାର୍ଟଫୋନ ଯେତିକି ଲାଭଦାୟକ ସେତିକି କ୍ଷତିକାରକ ମଧ୍ୟ । ସ୍ମାର୍ଟଫୋନରେ ଦିନକୁ ଦିନ ନୂଆ ଫିଚର ଆସୁଥିବାର ଦେଖିବାକୁ ମିଳେ । ଏବେ ଚୀନର ସ୍ମାର୍ଟ ଫୋନ ନିର୍ମାତା କମ୍ପାନୀ ଭିଭୋ ଏକ ପାଣିପାଗ ଫିଚର ଉପରେ କାମ କରୁଛି । କମ୍ପାନୀ ନିଜର ବର୍ତ୍ତମାନର ଫନଟଚ ଓଏସରେ ଭୂମିକମ୍ପର ୱାର୍ଣ୍ଣିଂ ଫିଚର ଆଣିବାକୁ ଯାଉଛି । ଭିଭୋ ଫନଟଚ ଓଏସର ପ୍ରୋଜେକ୍ଟ ମ୍ୟାନେଜର ଢସବକ୍ଟ ତଷଙ୍କଶର କହିଛନ୍ତି ବର୍ତ୍ତମାନ ସମୟରେ ଏହି ଫିଚରର ଟେଷ୍ଟିଂ ଜାରି ରହିଛି ।
ସାଓମୀ ମଧ୍ୟ ଆଣୁଛି ନୂଆ ଫିଚର
ସାଓମୀ ଗତ ମାସରେ ବେଜିଙ୍ଗରେ ଡେଭସପର୍ସ କନଫ୍ରେସରେ ଘୋଷଣା କରିଥିଲା ଯେ ସେ ନିଜ ସ୍ମାର୍ଟଫୋନରେ ଭୂମିକମ୍ପର ସତର୍କ ସୂଚନାର ଫିଚର ଆଣିବାକୁ ଯାଉଛି । ଏହି ଫିଚର୍ସ ୟୁଜରଙ୍କୁ ଭୂମିକମ୍ପର ୧୦ ସେକେଣ୍ଡ ପୂର୍ବରୁ ୱାର୍ଣ୍ଣିଂ ଦେବ, ଯାହାପରେ ଭୂମିକମ୍ପ ହେବା ପୂର୍ବରୁ ଲୋକମାନେ ସୁରକ୍ଷିତ ସ୍ଥାନକୁ ଯାଇ ପାରିବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking