28.1 C
Bhubaneswar
Saturday, July 19, 2025
Homeଓଡିଶାରାଜଧାନୀରେ କୁକୁର ଉତ୍ପାତ

ରାଜଧାନୀରେ କୁକୁର ଉତ୍ପାତ

ଭୁବନେଶ୍ୱର : ରାଜଧାନୀରେ ବୁଲା କୁକୁରଙ୍କ ଉତ୍ପାତ, ବଢୁଛନ୍ତି କୁକୁର କାମୁଡା ରୋଗୀ । ଦୈନିକ ୬୦ ରୋଗୀ କ୍ୟାପିଟାଲ ହସ୍ପିଟାଲ ଆସୁଥିବା ସୂଚନା । କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁଙ୍କ ସୂଚନା । ପୂର୍ବରୁ ଏହି ସଂଖ୍ୟା ୩୦/୩୫ ଥିଲା, ମାସେ ହେବ ୬୦ ପାର୍ । ଆବଶ୍ୟକ ସ୍ଥଳେ ପ୍ରତିକାର ବ୍ୟବସ୍ଥା ପାଇଁ ବିଏମ୍‌ସିକୁ ଚିଠି ଲେଖିବୁ କହିଲେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking