34.2 C
Bhubaneswar
Monday, June 8, 2026
Homeଓଡିଶାସେପ୍ଟେମ୍ବର ଶେଷ ସୁଦ୍ଧା ଜିଲ୍ଲା କଂଗ୍ରେସ କମିଟି

ସେପ୍ଟେମ୍ବର ଶେଷ ସୁଦ୍ଧା ଜିଲ୍ଲା କଂଗ୍ରେସ କମିଟି

ଭୁବନେଶ୍ୱର: ସେପ୍ଟେମ୍ବର ଶେଷ ସୁଦ୍ଧା ଜିଲ୍ଲା କଂଗ୍ରେସ କମିଟି ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଦିଲ୍ଲୀରେ ରାହୁଲ ଗାନ୍ଧିଙ୍କ ନେତୃତ୍ବରେ ବୈଠକ ପରେ ଭକ୍ତ ଦାସ ସୂଚନା ଦେଇଛନ୍ତି। ୩୫ଟି ସାଂଗଠନିକ ଜିଲ୍ଲା ପାଇଁ ୩୫ ଜଣ ଜାତୀୟ ପର୍ଯ୍ୟବେକ୍ଷକ ଓଡ଼ିଶା ଆସିବେ। ସେପ୍ଟେମ୍ବର ୨ ତାରିଖରୁ ପ୍ରତି ଜିଲ୍ଲା ଗସ୍ତ କରି ରିପୋର୍ଟ ଦେବେ। ସେପ୍ଟେମ୍ବର ୧୪ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ କୁହାଯାଇଛି। ସମାଜର ସବୁ ବର୍ଗରୁ ୬ଟି ନାଁ ଚୟନ କରିବେ, ସେପ୍ଟେମ୍ବର ଶେଷ ସୁଦ୍ଧା ନିଷ୍ପତ୍ତି ନିଆଯିବ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking