29.1 C
Bhubaneswar
Saturday, July 27, 2024
Homeଓଡିଶାନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି । ପିଏମ୍ ଉଷା ଯୋଜନା କାର୍ଯ୍ୟମାରୀ କରିବାକୁ ଧର୍ମେନ୍ଦ୍ରଙ୍କ ଅନୁରୋଧ । ଯୋଜନାର ଲାଭ ନେବା ପାଇଁ ସହଯୋଗ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ଉଚ୍ଚତର ଶିକ୍ଷାନୁଷ୍ଠାନର ସାମଗ୍ରିକ ବିକାଶ ଯୋଜନାର ଲକ୍ଷ୍ୟ । କିନ୍ତୁ ପିଏମ ଉଷାର ନୂଆ ପର୍ଯ୍ୟାୟରେ ଓଡିଶା ଏମ୍‌ଓୟୁ ସ୍ୱାକ୍ଷର କରିନି । ବ୍ୟକ୍ତିଗତ ଭାବେ ହସ୍କକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ।

ଲୁଟେରା ଗ୍ୟାଙ୍ଗଙ୍କୁ କାବୁ କଲା ବାରିପଦା ପୋଲିସ, ୫୨ଟି ମୋବାଇଲ ସହ ତିନୋଟି ବାଇକ ଜବତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking