28.1 C
Bhubaneswar
Wednesday, June 18, 2025
Homeଓଡିଶାବର୍ଷେ ପାଇଁ ସମ୍ବଲପୁରରେ ଧାର୍ମକି ଶୋଭାଯାତ୍ରା ବନ୍ଦ

ବର୍ଷେ ପାଇଁ ସମ୍ବଲପୁରରେ ଧାର୍ମକି ଶୋଭାଯାତ୍ରା ବନ୍ଦ

ସମ୍ବଲପୁର: ସମ୍ବଲପୁରରେ ସମସ୍ତ ଧାର୍ମକି ଶୋଭାଯାତ୍ରା ବର୍ଷେ ପାଇଁ ବନ୍ଦ । ଧାର୍ମିକ ଶୋଭାଯାତ୍ରା ବନ୍ଦ ପାଇଁ ଶାନ୍ତି କମିଟି ବୈଠକରେ ନିଷ୍ପତି ନିଆଯାଇଛି । ମହରମ, ହନୁମାନ ଜୟନ୍ତୀଙ୍କୁ ନଜରରେ ରଖି ପଦକ୍ଷେପ ନିଆଯାଇଛି । ଏନେଇ ସମ୍ବଲପୁର ଏସପି ମୁକେଶ ଭାମୁଙ୍କ ସୂଚନା ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking