29.4 C
Bhubaneswar
Saturday, May 4, 2024
Homeଓଡିଶାପୁରୀପାଦ ତାତିଲେ ବି କାଳିଆଙ୍କ ଦର୍ଶନ କରିବାକୁ ପଛାଉ ନାହାନ୍ତି ଭକ୍ତମାନେ

ପାଦ ତାତିଲେ ବି କାଳିଆଙ୍କ ଦର୍ଶନ କରିବାକୁ ପଛାଉ ନାହାନ୍ତି ଭକ୍ତମାନେ

ପୁରୀ : ଡହ ଡହ ଖରାରେ ତାତି ଯାଉଛି କାଳିଆ ଠାକୁରଙ୍କ ଭକ୍ତ ପାଦ। ପ୍ରବଳ ରୌଦ୍ରତାପରେ ଅଣନିଶ୍ୱାସୀ ହେଉଛନ୍ତି ଭକ୍ତ। ତାତି ଯାଉଥିବା ପାଦ କୁ ଶେଷରେ ଓଦା ଗାମୁଛା ପକାଇ ପକାଇ ଚାଲୁଛନ୍ତି ଭକ୍ତ। ଲମ୍ବା ଲାଇନ, ଅସହ୍ୟ ଖରା ତା ସାଙ୍ଗକୁ ଭକ୍ତ ଭିଡ । ତେବେ ନା ଅଛି ପାନୀୟ ଜଳର ବ୍ୟବସ୍ଥା,ନା ଅଛି ଶୃଙ୍ଖଳା। ସବୁ ଭିତରେ ଭକ୍ତ ହେଉଛନ୍ତି ହନ୍ତସନ୍ତ । ତେବେ ଦୁଇ ଦ୍ଵାର ଖୋଲି ଚୁପ୍ ବସିଛି ପ୍ରସାଶନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking