27.1 C
Bhubaneswar
Sunday, September 29, 2024
Homeଓଡିଶାଭିଜିଲାନ୍ସ ଜାଲରେ ଖଣି ବିଭାଗର ଉପ ନିର୍ଦ୍ଦେଶକ

ଭିଜିଲାନ୍ସ ଜାଲରେ ଖଣି ବିଭାଗର ଉପ ନିର୍ଦ୍ଦେଶକ

ଭୁବନେଶ୍ଵର : ଭିଜିଲାନ୍ସ ଜାଲରେ ଖଣି ବିଭାଗର ଉପ ନିର୍ଦ୍ଦେଶକ। ଉମେଶ ଚନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ଭୁବନେଶ୍ଵର ଘର, ଅଫିସ, ପୈତୃକ ଘର ସମେତ କଳାହାଣ୍ଡି ସ୍ଥିତ ଅଫିସ ଓ କ୍ୱାର୍ଟର୍ସରେ ଓ ଅନୁଗୋଳର ୩ଟି ସ୍ଥାନରେ ରେଡ୍‌ ଚାଲିଛି । ବିଭିନ୍ନ ସ୍ଥାନରେ ରେଡ୍ ଚାଲିଛି। ଚଢାଉ ବେଳେ ଅନେକ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଠାବ ହୋଇଛି।

କୋରାପୁଟ‌ରେ ମୃଦୁ ଭୂମିକମ୍ପ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking