14.1 C
Bhubaneswar
Tuesday, January 13, 2026
Homeଓଡିଶାନବୀନଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀଙ୍କ କାଉଣ୍ଟର

ନବୀନଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀଙ୍କ କାଉଣ୍ଟର

ଭୁବନେଶ୍ୱର: ଧଉଳିରେ ନାବାଳିକାକୁ ଗଣଦୁଷ୍କର୍ମ ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଉଦବେଗ। ନବୀନଙ୍କୁ ‘ଏକ୍ସ’ରେ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ ଏକ୍ସ’ରେ ଲେଖିଛନ୍ତି ଯେ ଦୁଃଖଦ ଘଟଣାକୁ ନେଇ ରାଜନୀତି ଆପଣଙ୍କ ଭଳି ବ୍ୟକ୍ତିତ୍ୱଙ୍କ ଠାରୁ ଆଶା କରାଯାଏନି। ଓଡିଶା ଲୋକେ କେବେ ବି ଆଶା କରି ନଥିବେ, ସତ ଆଉ କେବେ କହିବେ? ଘଟଣାରେ ପୋଲିସର ପଦକ୍ଷେପ ଓ ଅଭିଯୁକ୍ତ ଗିରଫ ହେଉଛି ସତ। ଆପଣ ଦେଖାଇବା ରାସ୍ତାରେ ନୁହେଁ, ଏବଂ ସରକାରରେ ଆଇନ ତା ବାଟରେ ଯାଉଛି। ଅନୁଭବ ଆଧାରରେ ଚିଠି ଲେଖିଲେ ଖୁସି ହେବୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking