ଭୁବନେଶ୍ୱର : ରାଜ୍ୟରେ ଡେଙ୍ଗୁ ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନଦେ୍ର୍ଦଶକଙ୍କ ପ୍ରତିକ୍ରିୟା । ଏବେ ଦୈନିକ ୨୦୦ ରୁ ୫୦୦ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି । ଡେଙ୍ଗୁ ବଂଶ ବିସ୍ତାର ପାଇଁ ପାଗ ଅନୁକୂଳ, ବର୍ଷା ଛାଡିଲେ ରୋଗ କମିବ । ରାଜ୍ୟରେ ୫ ହଜାର ୯୭ ପଜିଟିଭ, ଖୋର୍ଦ୍ଧାରୁ ସର୍ବାଧ୍ଚଳ ୨୧୩୩ ଚିହ୍ନଟ । ପୁରୀରୁ ୫୫୫, କଟକରୁ ୫୨୦, ବାଲେଶ୍ୱରରୁ ୪୭୩ ରୋଗୀ ଚିହ୍ନଟ । ସାମାନ୍ୟ ଚିକିତ୍ସାରେ ୯୮% ଲୋକ ଡେଙ୍ଗୁରୁ ଭଲ ହୋଇପାରିବେ । ପ୍ଲେଟଲେଟ୍ ୨୦ ହଜାର ଯାଏଁ କମିଲେ ବି ବ୍ୟସ୍ତ ନହେବାକୁ ପରାମର୍ଶ ।