26.1 C
Bhubaneswar
Saturday, June 7, 2025
Homeଓଡିଶାଭଙ୍ଗା ଯାଇଥିବା ମଠର ହେବ ପୁନଃବାସ: ମନ୍ତ୍ରୀ

ଭଙ୍ଗା ଯାଇଥିବା ମଠର ହେବ ପୁନଃବାସ: ମନ୍ତ୍ରୀ

ଭୁବନେଶ୍ୱର: ଭଙ୍ଗା ଯାଇଥିବା ମଠ. ମନ୍ଦିରର ପୁନଃବାସ କରିବେ ସରକାର । ପରିକ୍ରମା ପ୍ରକଳ୍ପ ବେଳେ ଯାଇଥିବା ମଠ , ମନ୍ଦିରର ହେବ ପୁନଃବାସ ।  ୧୯ଟି ମଠକୁ ପୁନଃବାସ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ପୁରୀରେ ଜାଗା ଚିହ୍ନଟ କରି ମଠ ଗୁଡିକର ବିଜେସ୍ଥଳୀ ସ୍ଥାପନ ହେବ । ଏନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking