27.1 C
Bhubaneswar
Tuesday, June 24, 2025
Homeଓଡିଶାବିଜେପିରେ ମିଶିଲେ ଦେବାଶିଷ

ବିଜେପିରେ ମିଶିଲେ ଦେବାଶିଷ

ଭୁବନେଶ୍ୱର : ବିଜେପିରେ ମିଶିଲେ ବରୀର ପୂର୍ବତନ ବିଧାୟକ ଦେବାଶିଷ ନାୟକ । ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ମିଶିଲେ ଦେବାଶିଷ । ୪ ଥରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ଆଜି ବିଜେପିରେ ମିଶିଛନ୍ତି । ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking