29.1 C
Bhubaneswar
Saturday, July 27, 2024
Homeଓଡିଶାବିଚାରଧୀନ ବନ୍ଦୀଙ୍କ ମୃତ୍ୟୁ

ବିଚାରଧୀନ ବନ୍ଦୀଙ୍କ ମୃତ୍ୟୁ

ଯାଯପୁର: ରଗଡି ଜେଲରେ ବିଚାରଧୀନ ବନ୍ଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଜେଲ୍ ପରିସର ନିର୍ମାଣଧୀନ ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ଯାଯପୁର ରୋଡ୍ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ମୃତ କଏଦୀ କୋରେଇ ଅଂଚଳର ସୂଚନା ଓ ଆତ୍ମହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

ହାତୀ ମରି କଙ୍କାଳ ହେବା ପର୍ଯ୍ୟନ୍ତ ଜାଣିପାରୁନି ବନ ବିଭାଗ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking