31.1 C
Bhubaneswar
Sunday, May 19, 2024
Homeଓଡିଶାପିକନିକ୍ ହେଲା କାଳ : ଗଡ଼ିଆ ଭିତରୁ ୨ ଯୁବକଙ୍କ ମୃତଦେହ ଉଦ୍ଧାର

ପିକନିକ୍ ହେଲା କାଳ : ଗଡ଼ିଆ ଭିତରୁ ୨ ଯୁବକଙ୍କ ମୃତଦେହ ଉଦ୍ଧାର

କେନ୍ଦ୍ରାପଡ଼ା : ଗଡ଼ିଆ ଭିତରୂ ୨ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । କେନ୍ଦ୍ରାପଡ଼ା ସଦର ଥାନା ଶ୍ୟାମସୁନ୍ଦରପୁର ନିକଟ ଏକ ଗଡ଼ିଆରେ ଏଭଳି ଅଭାବନୀୟ ଘଟଣା ଘଟିଯାଇଛି । ଖବର ପାଇଁ ଉଭୟ ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ମୃତଦେହ ଉଦ୍ଧାର କରିଛନ୍ତି । ୨ ମୃତଦେହ ସହ ପାଣି ଭିତରୁ ଗୋଟିଏ ବାଇକ୍ ମିଳିଛି ।

ମୃତକ ୨ ଜଣ ପାଟକୁରା ଥାନା ତଳଗାଁର ହୋଇଥିବା ସୂଚନା ରହିଛି । କାଲି ପିକନିକ୍ ପାଇଁ ଯାଇ ସେ ଆଉ ଘରକୁ ଫେରିନଥିଲେ । ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ଘଟଣା ବିଷୟରେ ଅଧିକ ଜାଣିବାକୁ ପୋଲିସ ଛାନଭିନ୍ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking