35.1 C
Bhubaneswar
Sunday, June 1, 2025
Homeଓଡିଶାଯୁବତୀଙ୍କ ଘରେ ଯୁବକଙ୍କ ମୃତଦେହ

ଯୁବତୀଙ୍କ ଘରେ ଯୁବକଙ୍କ ମୃତଦେହ

ଭୁବନେଶ୍ୱର: ଯୁବତୀଙ୍କ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ଖବର ସାମ୍ନାକୁ ଆସିଛି । ଶିଶୁପାଳଗଡ ନିକଟ ଏକ ଘର ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ୍ୟୁର କାରଣ ଏବେ ଯାଏଁ କିଛି ଜଣାପଡିନାହିଁ । ଏଥିପାଇଁ ଧଉଳି ଥାନା ପୋଲି ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking