32.1 C
Bhubaneswar
Tuesday, May 20, 2025
Homeଓଡିଶାଅଳିଆ ଗଦାରୁ ମୃତ ଶିଶୁ ପୁତ୍ର ଉଦ୍ଧାର

ଅଳିଆ ଗଦାରୁ ମୃତ ଶିଶୁ ପୁତ୍ର ଉଦ୍ଧାର

ବଲାଙ୍ଗୀର: ଅଳିଆ ଗଦାରୁ ମୃତ ଶିଶୁ ପୁତ୍ର ଉଦ୍ଧାର। ବଲାଙ୍ଗୀର ସହର କ୍ଲବପଡା କେ.କେ.ଆର.ଏମ୍ ଡାଇଗନୋଷ୍ଟିକ ସାମ୍ନାରୁ ଏକ ନବଜାତ ଶିଶୁପୁତ୍ରର ଗଳିତ ଶବ ଉଦ୍ଧାର ହୋଇଛି। ପ୍ରସବ ପରେ କେହି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ମୃତ ନବଜାତ ଶିଶୁ କାହାର ଏବଂ କିଏ ସେଠାରେ ଫିଙ୍ଗିଦେଇ ଚାଲିଯାଇଛି ସେନେଇ ସ୍ପଷ୍ଟ ଜଣାପଡ଼ିନି। ଟାଉନ ଥାନା ପୁଲିସ ଏନେଇ ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking