19.1 C
Bhubaneswar
Wednesday, December 25, 2024
Homeଓଡିଶାଝିଅ ଛୁଇଁଲାନି : ଗ୍ରାମବାସୀ କଲେ ସତ୍କାର

ଝିଅ ଛୁଇଁଲାନି : ଗ୍ରାମବାସୀ କଲେ ସତ୍କାର

ପଟ୍ଟାମୁଣ୍ଡାଇ : ମେଡିକାଲରେ ପଡିଥିବା ବୃଦ୍ଧଙ୍କ ଶବ ସତ୍କାର କଲେ ଗ୍ରାମବାସୀ । ଝିଅ ପାଖ ନ ପଶିବାରୁ ହାଇସ୍କୁଲ ପାଖ ଶ୍ମଶାନରେ ଶବ ସତ୍କାର କଲେ ଗ୍ରାମବାସୀ । କାଲି ରାତିରେ ପଟ୍ଟାମୁଣ୍ଡାଇ ହସ୍ପିଟାଲରେ ୮୫ ବର୍ଷୀୟ ମୃତ୍ୟୁ ଘଟିଥିଲା । ଭୁବନେଶ୍ୱରରେ ରହୁଥିବା ଏକମାତ୍‌ର ପୁଅ ଶବ ନେବାକୁ ରାଜି ହୋଇ ନ ଥିଲା । ୨ ଝିଅ ବି ଆସିଥିଲେ । ମୃତ ସ୍ୱାମୀଙ୍କୁ ଗଜି ରହିଥିଲେ ଅସହାୟ ବୃଦ୍ଧାଙ୍କ ପତ୍ନୀ । ପୁଅ ନ ଆସିବାରୁ ବାପାର ମୃତଦେହକୁ ମେଡିକାଲରୁ ନେଇଥିଲେ ସାନ ଝିଅ । ମାତ୍ର ଝିଅ ଶବ ପାଖକୁ ନ ଯିବାରୁ ଗ୍ରାମବାସୀ ମୁଖାଗ୍ନି ଦେଇ ଶବ ସତ୍କାର କରିଥିଲେ । ବୃଦ୍ଧ ଦମ୍ପତିଙ୍କ ଘର ରାଜନଗର, ପଟ୍ଟାମୁଣ୍ଡାଇରେ ଭଡାରେ ରହୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking