28.1 C
Bhubaneswar
Monday, May 4, 2026
Homeଓଡିଶାଦାନଗଦି ବ୍ଲକ୍ ସମ୍ମୁଖରେ ଶାହାଙ୍କ କୁଶ ପୁତ୍ତଳିକା ଦାହ

ଦାନଗଦି ବ୍ଲକ୍ ସମ୍ମୁଖରେ ଶାହାଙ୍କ କୁଶ ପୁତ୍ତଳିକା ଦାହ

ଯାଜପୁର: ପବିତ୍ର ସଂସଦ ରେ କେନ୍ଦ୍ର ମନ୍ତ୍ରୀ ଅମିତି ସାହା ସମ୍ବିଧାନ ପ୍ରଣତା ଡ ଆମ୍ବେଦକରଙ୍କ ପ୍ରତି ଦେଇଥିବା ମନ୍ତବ୍ୟକୁ ପ୍ରତିବାଦ କରି ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ ନିର୍ଦେଶରେ ବିଜ୍ଞ ଜୟ ବଳ ନେତୃତ୍ୱରେ ଆଜି ଦାନଗଦି ବ୍ଲକ କଂଗ୍ରେସ ପକ୍ଷରୁ ଅମିତି ସାହାର କୁସପିତୁଲା ଦାହ କରାଯାଇଛି ଏହି କାର୍ଯ୍ୟକ୍ରମରେ ଦାନଗଦି ବ୍ଲକର କଂଗ୍ରେସ କର୍ମୀ ମାନେ ସାମିଲ ହୋଇ ଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking