29.1 C
Bhubaneswar
Monday, June 16, 2025
Homeଓଡିଶାବିଦ୍ୟୁତ ଆଘାତରେ ବୋହୂ ମୃତ,ଶାଶୁ ଓ ଶ୍ୱଶୁର ଆହତ

ବିଦ୍ୟୁତ ଆଘାତରେ ବୋହୂ ମୃତ,ଶାଶୁ ଓ ଶ୍ୱଶୁର ଆହତ

ଗଞ୍ଜାମ: ବିଦ୍ୟୁତ ଆଘାତରେ  ବୋହୂ ମୃତ,ଶାଶୁ ଓ ଶ୍ୱଶୁର ଆହତ । ପୋଲସରା ଥାନା ମାଳତେନ୍ତୁଳିଆ ନୂଆସାହିରେ ଅଘଟଣ ଘଟିଛି । କାମ କରୁଥିବା ସମୟରେ ବିଦ୍ୟୁତ ଆଘାତରେ ଶିକାର ହୋଇଛନ୍ତି । ଆହତ ଶାଶୁ ଶଶ୍ୱରଙ୍କୁ ପୋଲସରା ମେଡିକାଲରେ ଭର୍ତ୍ତି   ହୋଇଛନ୍ତି ।  ବୋହୂର ମୃତ୍ୟୁ ଖବର ଶୁଣି ପରିବାରରେ ଶୋରକ ଛାୟା ଖେଳିଯାଇଛି । ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking