30.1 C
Bhubaneswar
Wednesday, May 21, 2025
Homeଓଡିଶାଦାରୁ ପ୍ରସଙ୍ଗ: ଅପେକ୍ଷା କରନ୍ତୁ, ପଦକ୍ଷେପ ନିଆଯିବ- ମନ୍ତ୍ରୀ

ଦାରୁ ପ୍ରସଙ୍ଗ: ଅପେକ୍ଷା କରନ୍ତୁ, ପଦକ୍ଷେପ ନିଆଯିବ- ମନ୍ତ୍ରୀ

ଭୁବନେଶ୍ୱର: ଦାରୁ ପ୍ରସଙ୍ଗରେ  ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ବୟାନ ଦେଇଛନ୍ତି ।  କହିଛନ୍ତି, ଅପେକ୍ଷା କରନ୍ତୁ, ପଦକ୍ଷେପ ନିଆଯିବ । ମୁଖ୍ୟମନ୍ତ୍ରୀ ଏ ପ୍ରସଙ୍ଗରେ  ଅବଗତ ଅଛନ୍ତି । ଦେଶରେ ୪ଟି ଧାମ ରହିଛି । ମନ୍ଦିର କରିବା ମନା ନାହିଁ ଧାମ କହିବା ଠିକ ନୁହେଁ । ଜଗନ୍ନାଥ ଧାମ  ଗୋଟିଏ ମାତ୍ର ଅଛି ତାହା ପୁରୀରେ । ଅନ୍ୟ କେଉଁଠି ଜଗନ୍ନାଥ ଧାମ ହୋଇପାରିବନି । କୌଣସି ସେବାୟତଙ୍କ ଉପରେ ଟିପ୍ପଣୀ ଦେବିନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking