34.1 C
Bhubaneswar
Saturday, May 18, 2024
Homeଅପରାଧଚିନ୍ତା ବଢ଼ାଉଛି ସାଇବର ଠକେଇ

ଚିନ୍ତା ବଢ଼ାଉଛି ସାଇବର ଠକେଇ

ବ୍ୟୁରୋ : ଚିନ୍ତା ବଢ଼ାଉଛି ସାଇବର ଠକେଇ । ବାରମ୍ବାର ଅପରାଧ କରୁଛି ସିଦ୍ଧାର୍ଥ ପାଣିଗ୍ରାହୀ । OLXରେ ମୋବାଇଲ ଦେବା ନାଁରେ ଟଙ୍କା ଠକୁଛି । ସାଇ ଇଲେକ୍ଟ୍ରୋ ୱାର୍ଲଡ଼ ନାଁରେ ସଂସ୍ଥା ଖୋଲି ଏଭଳି ଅପରାଧ କରୁଥିଲା । ବିଭିନ୍ନ ପ୍ରକାର ସାଇବର ଠକେଇ ଉପରେ ସତର୍କ ରହିବା ପାଇଁ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ।

ଲୁହା ସ୍କ୍ରାପ ବୋଝେଇ ଗାଡ଼ି ଜବତ, ୩ ଗିରଫ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking