27.1 C
Bhubaneswar
Sunday, June 8, 2025
Homeଓଡିଶା୩୦ରୁ ଗଡିବ ସାଇବର କ୍ରାଇମ ରଥ

୩୦ରୁ ଗଡିବ ସାଇବର କ୍ରାଇମ ରଥ

ଭୁବନେଶ୍ୱର: ୩୦ ତାରିଖରୁ ସବୁ ଜିଲ୍ଲାରେ ଗଡିବ ସାଇବର ସଚେତନତା ରଥ । ସାଇବର ସୁରକ୍ଷା ଗୀତ ଓ ଲୋଗୋର ଉନ୍ମୋଚନ କଲେ ପୋଲିସ ଡିଜି । ସାଇବର କ୍ରାଇମ ନିମନ୍ତ୍ରଣର ସାରଥୀ ହେବେ ଅଙ୍ଗନବାଡି ଓ ଆଶାକର୍ମୀ । ମିଶନଶକ୍ତି ମହିଳା ବି ସାଇବର କ୍ରାଇମ୍ ସଚେତନତା ଦିଗରେ କାମ କରିବେ ବୋଲି ସୂଚନା ରହିଛି । ଗାଁ ଗାଁରେ ଲୋକଙ୍କୁ ସାଇବର ଅପରାଧ ନେଇ ଏମାନେ ସଚେତନ କରିବେ ବୋଲି ଖବର ସାମ୍ନାକୁ ଆସିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking