କୋଭିଡ୍ -19 ପରିସ୍ଥିତି ବାବଦରେ ଗଣମାଧ୍ୟମ ରିପୋର୍ଟଗୁଡ଼ିକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବିଚାରକୁ ନେଇଛି । ଭାରତ ସରକାରଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ , IDSP(Integrated Disease Surveillance Programme.), ICMR(Indian Council of Medical Research) Covid 19 ବାବଦରେ ସ୍ୱାଧୀନ ଭାବରେ ଯେଉଁ ତଥ୍ୟ ମୂଲ୍ୟାଙ୍କନ କରିଛନ୍ତି ସେଥିରେ ଏହାର ସ୍ତର ବହୁତ କମ ରହିଛି ବୋଲି ସୂଚିତ ହେଉଛି | ଏଥିରେ ବିଚଳିତ ନ ହେବାକୁ କୁହା ଯାଇଛି | ରୋଗୀଙ୍କ ପାଇଁ ନିୟମିତ ନିରୀକ୍ଷଣ ଏବଂ କ୍ଲିନିକାଲ୍ ମାନଙ୍କ ସତର୍କତା ଭାରତ ସରକାରଙ୍କ ପ୍ରୋଟୋକଲ ଅନୁସାରେ ଅବଲମ୍ବନ କରାଯାଉଛି ।










