ଭୁବନେଶ୍ୱର: ରାଜଧାନୀରେ ଅପରାଧ ନିୟନ୍ତ୍ରଣ ପାଇଁ ଆକ୍ସନ ମୋଡ୍ରେ ପୋଲିସ । ଗତ ମେ ରେ ଡିଜି ବସ୍ତିରେ ହତ୍ୟାକାଣ୍ଡ ମାମଲାରେ କାର୍ଯ୍ୟାନୁଷ୍ଠାନ । ଗିରଫ ଅଭିଯୁକ୍ତର ଡିଜି ବସ୍ତି ଘରକୁ ଭାଙ୍ଗିଲା କମିଶନରେଟ ପୋଲିସ ।