28.1 C
Bhubaneswar
Sunday, September 8, 2024
Homeଓଡିଶାମାନସିକ ଦୁଶ୍ଚିନ୍ତା କାରଣରୁ ବିଷ ପିଇ ଜୀବନ ହାରିଲେ ଦମ୍ପଦି

ମାନସିକ ଦୁଶ୍ଚିନ୍ତା କାରଣରୁ ବିଷ ପିଇ ଜୀବନ ହାରିଲେ ଦମ୍ପଦି

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ କେଉଟ ସାହିରେ ଏହି ଅଭାବନୀୟ ଘଟଣା ଘଟିଛି। ବିଷ ପିଇ ଜୀବନ ହାରିଛନ୍ତି ଦାମ୍ପଦି । ମୃତକ ହେଲେ ନବୀନ ଆଚାର୍ଯ୍ୟ ଓ ବାସନ୍ତୀ ଆଚାର୍ଯ୍ୟ। ମାନସିକ ଦୁଶ୍ଚିନ୍ତାରୁ ସେମାନେ ଏପରି କରିଥିବା କୁହାଯାଉଛି। ଗତକାଲି ରାତିରେ ପାରଳାଖେମୁଣ୍ଡି ଜିଲ୍ଲା ମୁଗ୍ଧ ଚିକିତ୍ସାଳୟରେ ସେମାନଙ୍କୁ ଭର୍ତ୍ତି କରାଯାଇଥିଲା। ସୂଚନା ଅନୁସାରେ ସେମାନଙ୍କ ଦୁଇ ପୁଅ ଜଣେ ବ୍ରହ୍ମପୁର ଓ ଆଉ ଜଣେ ପାରଳାଖେମୁଣ୍ଡିରେ ଅଲଗା ରହୁଥିଲୋ ପାରଳାଖେମୁଣ୍ଡି କେଉଟ ସାହିରେ ଭଡ଼ା ଘରେ ରହୁଥିଲେ ନବୀନ ଓ ବାସନ୍ତୀ । ଘଟଣା ସମ୍ପର୍କରେ ପାରଳାଖେମୁଣ୍ଡି ଥାନାରେ ପୁଅ ଅରୁଣ କୁମାର ଆଚାର୍ଯ୍ୟ ଜଣାଇବା ପରେ ଏକଥା ପଦାକୁ ଆସିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking