ଭୁବନେଶ୍ୱର: ବିଷ୍ଣୁପଦଙ୍କୁ ସମନ ନେଇ ଆଇନ ମନ୍ତ୍ରୀଙ୍କ ବୟାନ l ଦୁର୍ନୀତିକୁ ସହ୍ୟ କରାଯିବନି l ଦୁର୍ନୀତି ବିରୁଦ୍ଧରେ ଶୂନ୍ୟ ସହନଶୀଳ ନୀତି ଅବଲମ୍ବନ କରାଯିବ l ମନ୍ତ୍ରୀ ହୁଅନ୍ତୁ ବା ଅଧିକାରୀ ଦୁର୍ନୀତିକୁ ସହ୍ୟ କରାଯିବନି l ଯିଏ ବି ହୁଅନ୍ତୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ l ଯଦି କିଛି ଲିଙ୍କ ଥିବ ସେ ଦିଗରେ ତଦନ୍ତ ହେବ l ତଦନ୍ତ ପରେ ଯିଏ ଦୋଷୀ ତାକୁ ଦଣ୍ଡିତ କରାଯିବ ବୋଲି ଆଇନ ମନ୍ତ୍ରୀ ବୟାନ ରଖିଛନ୍ତି l ପୁଣି ଥରେ ମୂଳରୁ ହେବ ଶୁଣାଣି l ସମାଧାନ କରୁ ଟ୍ରିପଲ ଇଞ୍ଜିନ ସରକାର l










